୧୧ନଂ ୱାର୍ଡରେ ବିଜେପିର ବସନ୍ତ କୁମାର ସାହଣୀ ବିଜୟୀ


ଫୁଲବାଣୀ : ଚଳିତ ଫୁଲବାଣୀ ପୌର ନିର୍ବାଚନରେ ୧୧ନଂ ୱାର୍ଡର ବିଜେପିର ବସନ୍ତ କୁମାର ସାହଣୀ ୪୪୮ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ (୪୧୯) ଠାରୁ ୨୯ ଟି ଭୋଟ ଅଧିକ ପାଇ ଜୟ ଯୁକ୍ତ ହୋଇଛନ୍ତି । ବିଜୟୀ ହେବା ପରେ ଯାହା ସେ ୱାର୍ଡକୁ କଥା ଦେଇଛଥିଲେ ସେ ସବୁକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି ବୋଲି ସାହି ସାହି କୁ ଯାଇ କହିଛନ୍ତି।

nis-ad
Leave A Reply

Your email address will not be published.