ବିଜେପିର ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ପୋୖରାଧ୍ୟକ୍ଷା ଭାବେ ନିର୍ବାଚିତ…


ଫୁଲବାଣୀ:- ଫୁଲବାଣୀ ପୋୖରାଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ପ୍ରସାର ଯୋର ସୋରରେ ଚାଲିଥିଲା ଆଜି ତାହାର ଫଳାଫଳ ବାହାରିଛି । ଫୁଲବାଣୀ ପୋୖରାଧ୍ୟକ୍ଷ ମୁକୁଟ ବିଜେପି ର ସ୍ମିତା ରାଣୀ ମହାନ୍ତି ପିନ୍ଧିଛନ୍ତି।ଚଳିତ ଫୁଲବାଣୀ ପୋୖର ନିର୍ବାଚନରେ ମୋଟ ୧୩ଟି ୱାର୍ଡରୁ ବିଜେଡି ୭ଟି ୧,୨,୪,୭,୮,୯,୧୩ ୱାର୍ଡକୁ ହାତେଇ ଥିବାବେଳେ ବିଜେପି ୪ଟି ୫,୬,୧୧,୧୨ ୱାର୍ଡ ହାତେଇଛି । ସେହିପରି ସ୍ଵାଧୀନ ୩,୧୦ ଦୁଇଟି ୱାର୍ଡକୁ ହାତେଇଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.