ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶର ପ୍ରଥମ ପତ୍ନୀ

ଭୁବନେଶ୍ୱର: ନକଲି ଡାକ୍ତର ରମେଶର ଗୁମର ଖୋଲିବେ ଶାନ୍ତିଲତା । ମହିଳା ଥାନାରେ ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ହାଜର ହୋଇଛନ୍ତି । ପ୍ରଥମ ପତ୍ନୀ ଶାନ୍ତିଲତା ସ୍ୱାଇଁଙ୍କୁ ପଚରାଉଚରା କରୁଛି କମିଶନରେଟ ପୋଲିସ । ରମେଶଙ୍କ ଉପରେ ଆହୁରି ତଥ୍ୟ ପାଇଁ ପୋଲିସ ତାଙ୍କୁ ଜେରା କରୁଥିବା ଜଣାପଡିଛି । ପୂର୍ବରୁ ଶାନ୍ତିଲତାଙ୍କୁ ଥାନାରେ ହାଜର ହେବାକୁ ସମନ କରିଥିଲା ପୋଲିସ ।

ସେହିପରି ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଦିନକୁ ଦିନ ଅଧିକ ତଥ୍ୟ ବାହାର କରୁଛି ପୋଲିସ । ପୂର୍ବରୁ ନକଲି ଡାକ୍ତରଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଥିଲା । ଯେଉଁଥିରେ ନକଲି ଡାକ୍ତର କିପରି କାନ୍ଦିକି ଲୋକଙ୍କୁ ଠକୁଥିଲା ।

nis-ad
Leave A Reply

Your email address will not be published.