ଖଲ୍ଲିକୋଟ ରେ ବିଜୁଜୟନ୍ତୀ ପାଳିତ

ଖଲ୍ଲିକୋଟ ( ୫/୩) ଖଲ୍ଲିକୋଟ ବିଜୁ ଜନତା ଦଳ ତରଫରୁ ରାଣୀ ସାହେବାଙ୍କ ନିର୍ମଳଝରସ୍ଥିତ ବାସଭବନ ପରିସର ରେ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଜୟନ୍ତୀ ସଭା ରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ବାବୁ ଙ୍କୁ ଜଣେ ପ୍ରଗତିଶୀଳ ରାଷ୍ଟ୍ରନେତା ଭାବେ ବର୍ଣନା କରିଥିବା ବେଳେ ସମାଜସେବୀ ରତ୍ନାକର ସାହୁ ଦୈତାରୀ ବେହେରା ,ପୂର୍ବତନ ବ୍ଲକ ଅଧକ୍ଷ| ମିନାକ୍ଷୀ ସାହୁ ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ ,ବିନାୟକ ଜ|ଲ୍ଲି ,ଚନ୍ଦନା ସେଠି ,ରାମ ମୋହନ ପଣ୍ଡା ଙ୍କ ସମେତ ମହିଳା ସଭାନେତ୍ରୀ ମିତାଞ୍ଜଳୀ ମିଶ୍ର ଓ ବିଜୟୀ ସରପଂଚ ଓ ସମିତି ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.