ଦାମ ରାଉତଙ୍କ ଗାଡିକୁ ଆକ୍ରମଣ, ୮ଗିରଫ

କୁଂଜଗ: ପଂଚାୟତ ନିର୍ବାଚନ ତାତି ଥମିବାର ନାଁ ଧରୁନି । ସରଗରମ ହୋଇଛି ରାଜନୈତିକ ମଇଦାନ । ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜଣେ ସରପଂଚ ପ୍ରାର୍ଥୀଙ୍କ ସହିିତ ୮ଜଣଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି । କୁଜଙ୍ଗ ସାଇଲୋ ପଂଚାୟତ ବାଲିସାହି ପାଖରେ ଗାଡିକୁ ଆକ୍ରମଣ ହୋଇଥିଲା ।

ଏନେଇ କୁଜଙ୍ଗ ବିଡିଓଙ୍କୁ ଦାମ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

nis-ad
Leave A Reply

Your email address will not be published.