ବଢି ନୂଆପାଲ୍ଲୀ ପଂଚାୟତରେ ବିଜେପିର ମେଗା ରାଲି

ଖଲ୍ଲିକୋଟ (୧୮/୦୨) : ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ବାଜା ବଜାନା ଓ ମୋଟର ସାଇକେଲ ରାଲି ସାଙ୍ଗକୁ ଡ଼ିଜେ ଶବ୍ଦରେ ଗ୍ରାମାଞ୍ଚଳ ଦୁଲୁକୁ ଥିବା ବେଳେ ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକର ବଢି ନୂଆପାଲ୍ଲୀ ପଂଚାୟତ ରେ ବିଜେପି ର ମେଗା ରା଼ଲ୍ଲୀ ଅନୁଷ୍ଠିତ ହେବା ସହ ସେଲିବ୍ରେଟି ବିଦୁସ୍ମିତା ଓ ସରପଂଚ ପ୍ରାର୍ଥୀନୀ ଶ୍ରୀମତୀ ପୁଷ୍ପାଞ୍ଜଳି ଚାହତରୟ ଓ ସମିତି ସଭ୍ୟ ପ୍ରମିଳା ଭୁଁଆ ସମେତ ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାଶ ସମେତ ଯୁବ ନେତା ଟୁଲୁ ଜେନା ଖଲ୍ଲିକୋଟ ଏନ ଏ ସି ର ପ୍ରାକ୍ତନ ନଗରପାଳ ଶଙ୍କର ପ୍ରସାଦ ନାହାକ ବିଜେପି ଯୁବ ମୋର୍ଚା ର ସମ୍ପାଦକ ଜଗନ୍ନାଥ ଭୂୟାଁ ପ୍ରମୁଖ ବିରାଟ ମୋଟର ସାଇକେଲ ରା଼ଲ୍ଲୀ ରେ କେନ୍ଦୁବଡୀ ,ବରପଡ଼ାର ,ମନାପାଲୀ ,କେନ୍ଦୁପାତ ଓ ମର୍ଡରଜ ପୁତ୍ର ଗ୍ରାମ ପରିକ୍ରମା କରିଥିଲେ l

nis-ad
Leave A Reply

Your email address will not be published.