କୁଆଖାଇ ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ଵର : ଭୁବନେଶ୍ଵର କୁଆଖାଇ ନଦୀରେ ଭାସୁଛି ଯୁବକଙ୍କ ମୃତଦେହ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ଯୁବକ ଜଣଙ୍କ କିଏ ? ତାଙ୍ପକର ରିଚୟ ମିଳି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନନ୍ଦନକାନନ ଥାନା ପୋଲିସର ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.