ଭିଜିଲାନ୍ସ ଜାଲରେ ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍‌ ଚାଲଇଛି ।

ଭୁବନେଶ୍ୱର ପୋଖରୀପୁଟ କୋନିକା ଆପାର୍ଟମେଣ୍ଟରେ ରହିଛି ଫ୍ଲାଟ୍‌ । ବ୍ରହ୍ମପୁର ଶକ୍ତିନଗରରେ ଅଛି ଦୁଇ ମହଲା ଘର । ଚଢ଼ାଉରେ ସାମିଲ ଅଛନ୍ତି ୫ ଡିଏସପି, ୮ ଇନିସପେକ୍ଟରଙ୍କ ଭିଜିଲାନ୍ସ କର୍ମଚାରୀ ।

nis-ad
Leave A Reply

Your email address will not be published.