ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍‌ ଇଞ୍ଜିନିୟର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍‌ ଇଞ୍ଜିନିୟର ତଥା ଚିଫ୍‌ ଇଲେକ୍ଟ୍ରିକାଲ ଇନସପେକ୍ଟର ସୁନୀଲ ପଣ୍ଡା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ । ସମ୍ବଲପୁର, ଖୋର୍ଦ୍ଧା ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ରେଡ କରିଛି ।

ସମ୍ବଲପୁର ଗ୍ରୀନ ପାର୍କରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍‌ ରେଡ କରିଛି ।

ଭୁବନେଶ୍ୱର ଖଣ୍ଡଗିରିରେ ଥିବା କସମୋପଲିସ ଘରେ ମଧ୍ୟ ରେଡ୍‌ ହୋଇଛି । ଏହାସହ ସୁନୀଲ ପଣ୍ଡାଙ୍କ କାର୍ଯ୍ୟାଳୟରେ ରେଡ୍‌ କରିଛି ଭିଜିଲାନ୍ସ ।

nis-ad
Leave A Reply

Your email address will not be published.