ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ : ଅଳ୍ପକେ ବର୍ତିଲେ ମନ୍ତ୍ରୀ…

ଫୁଲବାଣୀ : ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ କୋଲ୍ ଘlଟିରେ ଭାରସାମ୍ୟ ହରାଇବା ଯୋଗୁଁ ଦୁର୍ଘଟଣା ଘଟିଛି l ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା lତେବେ ଅଳ୍ପକେ ବର୍ତ୍ତୀ ଯାଇଥିଲେଲେ ମନ୍ତ୍ରୀ ଜେନା l ମନ୍ତ୍ରୀ ଜେନା ପ୍ରଥମ ଗାଡ଼ିରେ ବସିଥିବା ବେଳେ ଏହା ତାଙ୍କ ପିଏଙ୍କ ଗାଡ଼ି ଥିଲା l ଫୁଲବାଣୀରୁ ନିର୍ବାଚନ ପ୍ରଚାରରେମନ୍ତ୍ରୀ ଜେନା ସୁଡୁରୁକୁମ୍ପା ଯାଉଥିବା ବେଳେ ପିଏଙ୍କ ଏହି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା lତେବେ କାହାର କିଛି କ୍ଷତି ହୋଇନଥିବା ପଡ଼ିଛି lପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି l

nis-ad
Leave A Reply

Your email address will not be published.