ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା, ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି

ଭୁବନେଶ୍ବର : ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା  ।  ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି ।  ହାଜର ପରେ ରିମାଣ୍ଡ ଆବେଦନ କଲା ଆୟକର ବିଭାଗ ।  ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କଲା ପୋଲିସ ।  ପାସପୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ।

କାଲି ଉଭୟ ହଂସତା ଓ ଅନୀଲଙ୍କ ଜାମିନ ଆବେଦନର ଶୁଣାଣି ହେବ ।  ଇନଫୋସିଟି ଥାନାରେ ହଂଶିତା ଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ମାମଲା । କେସ ନମ୍ୱର ୧୧ରେ ମାମଲା ରୁଜୁ କରାଯାଇଛି ।  ଏହାପରେ ଜେଏମ୍‌ଫେସି-୨ କୋର୍ଟରେ ହାଜର ହୋଇଛନ୍ତି ହଂସିତା ।  କୋର୍ଟରେ ହଂସିତାଙ୍କୁ ମାମଲା ସମ୍ବନ୍ଧରେ ଅବଗତ କରାଯାଇଛି ।

nis-ad
Leave A Reply

Your email address will not be published.