ସମ୍ବଲପୁରରେ ବନ୍ଦ ରହିଛି ମୋ ବସ ସେବା, ବିଭିନ୍ନ ଦାବି ନେଇ ଆନ୍ଦୋଳନ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ କରାଯାଇଛି। ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ଆଜି ମୋ ବସ ।

ମୋ ବସରେ କାର୍ଯ୍ୟ କରୁଥିବା କଣ୍ଡକ୍ଟର ବା ଗାଇଡ଼ ମାନେ ଯଦି ବସ ଭିତରେ ଟିକେ ବସି ଦେଲେ ତାଙ୍କୁ ଫାଇନ କରାଯାଉଛି । ସେହିପରି ଛୋଟିଆ ଭୁଲଟେ ହଲେେ ପାଞ୍ଚ ହଜ଼ାର ଟଙ୍କାର ଫାଇନ କରାଯାଉଛି । ସମସ୍ୟାର ସମାଧାନ ଯେଉଁ ର୍ପଯ୍ୟନ୍ତ ନ ହେବ ସେ ର୍ପଯ୍ୟନ୍ତ ବନ୍ଦ ରହିବ ବସ ସେବା ସେପଟେ ଅନେକ ସମୟରେ ଦରମା କାଟ ହେଉଥିବାରୁ ଆଜି ଧାରଣାରେ ବସିଛନ୍ତି ସମସ୍ତ ର୍କମଚାରୀ ।

nis-ad
Leave A Reply

Your email address will not be published.