ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମୁନସୀପାଲଟି ଟାଉନ ହୋଲ ରେ ବିଜେପି ପକ୍ଷରୁ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ସାଂସଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ! ବିଜେପିର କାର୍ଯ୍ୟକର୍ତ୍ତା ମାନେ ପୁଷ୍ପା ଗୁଛଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ! ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମ୍ପୂର୍ଣ ଭାରତରେ ବିଜେପିର ମେମ୍ବର କରିବାର ଚଳାଇଛନ୍ତି ! ମୁଖ୍ୟ ଅତିଥି ନିଜର ଅଭି ଭାଷଣରେ ବିଜେପିର କାର୍ଯ୍ୟକର୍ତ୍ତା ମାନଙ୍କୁ ଅନଲାଇନ ଓ ଅଫାଲାଇଁ ରେ କେମିତି ମେମ୍ବର ହେବେ ବୁଝେଇ ଟ୍ରେନିଙ୍ଗ ଦେଇଥିଲେ ! ଚଳିତ ମାସ ୨୫ ତାରିଖ ଦିନ ପର୍ଯ୍ୟନ୍ତ ଅନଲାଇନ ମେମ୍ବର ହେଇ ପାରିବ ଏବଂ ୨୫ ପରେ ଅଫଲାଇନ ରେ ହେଇ ପାରିବେ ବାଲି କହିଥିଲେ ! ସୁନୀଲ ବଲୁ ତିୱାରୀ ଏହି କାର୍ଯ୍ୟକ୍ରମର ମଞ୍ଚଚ ପରିଚାଳନା କରିଥିଲେ ! ଏହି କାର୍ଯ୍ୟକ୍ରମରେ ଶଙ୍କର ପୂଜାରୀ, ଜୟନ୍ତ ଦାସ, ଇଦ୍ରିସ କୁଲ୍ଲା, ଗୋବିନ୍ଦ ଦାସ, ଲାଲୁ, ଅରୁନ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ !
Sign in
Sign in
Recover your password.
A password will be e-mailed to you.
Prev Post