୬୩ ତମ ଗୁରୁ ଦିବସ ପାଳିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧିନସ୍ଥ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୩ ତମ ଗୁରୁ ଦିବସ ପାଳନ ହୋଇଯାଇଛି ! ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଗୁରୁ ଦିବସ ପାଳନ ହୋଇଛି ! ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ତନ୍ତୀ ନିଜ ବାକତ୍ୟବରେ ଛାତ୍ରଛାତ୍ରୀଙ୍କୁ ଗୁରୁ ଦିବସ ଉଦ୍ଦେଶ୍ୟ ଓ ମହତ୍ତ୍ଵ ଡାକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଉପରେ ଆଳକୋ ପାତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବାରେ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ସି ଆର ସି ସି ବିକାଶ ଚନ୍ଦ୍ର ଶା, ବାମାଚରଣ ସା, ବରିଷ୍ଠ ଶିକ୍ଷୟିତ୍ରୀ ରୋଜାଲିନ ଗୁଡିଆ, ସତ୍ୟବାମା ମିଶ୍ର ମଞ୍ଜୁ ବିଭାର, ଫିଲିଶିତା ଏକ୍କା, ଋଷିକୂଲ୍ୟା ସିଂ ଓ ସୁନିତା ବାରିକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣା ପଡ଼ିଛି..

nis-ad
Leave A Reply

Your email address will not be published.