ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଓଡ଼ିଶା ରାଜ୍ୟର ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବହୁତ ଦିନ ଧରି ନିର୍ଦ୍ଦେଶ ଜାରି ରହିଛି କି ପ୍ରତି ବର୍ଷ ଅଗଷ୍ଟ ପନ୍ଦର ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପୋଷାକ ଦେବା ପ୍ରାବଧାନ ରହିଛି ! ଯାହାକି ଛାତ୍ରଛାତ୍ରୀ ମାନେ ପୋଷାକ ପାଇଲା ପରେ ପରିଧାନ କରି ପତାକା ଉତ୍ତୋଳନ କରିଥାନ୍ତି ! କିନ୍ତୁ ପରିତାପର ବିଷୟ ଏହି ବର୍ଷ ଛାତ୍ରଛାତ୍ରୀ ମାନେ ୟୁନିଫର୍ମ ପିନ୍ଧିବା ରେ ବଞ୍ଚିତ ହୋଇଛନ୍ତି ! ଯାହାକୁ ନେଇ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ କ୍ଷବ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଯଥାଶୀଘ୍ର ଛାତ୍ରଛାତ୍ରୀଙ୍କୁ ପୋଷାକ ଦେବା ପାଇଁ ଶିକ୍ଷକ ନେତା ଶ୍ରୀ ବିଭୀଷଣ ତନ୍ତୀ ରାଜ୍ୟ ସରକାରଙ୍କୁ ଦାବି ଜଣାଇବା ସହିତ ଅନୁରୋଧ କରିଛନ୍ତି…
Sign in
Sign in
Recover your password.
A password will be e-mailed to you.