ରାଏବଗା ପଞ୍ଚାୟତରେ ଘରଘର ତ୍ରିରଙ୍ଗା ପତାକା ଉଡେଇଲେ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଆଜି ତା: ୧୩-୦୮-୨୪ ଦଶ ଘଟିକା ସମୟରେ ରାଏବଗା ସରପଞ୍ଚ ଶ୍ରୀ ପ୍ରଦୀପ କୁଲୁଙ୍କ ତତତ୍ଵାବଧାନରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛତ୍ରୀ ମାନଙ୍କୁ ନେଇ ରାଏବଗା ଅଞ୍ଚଲରେ ପରିକ୍ରମା କରିବା ସହ ପ୍ରତ୍ୟେକ ଘରକୁ ଯାଇ ଘରେ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ, ପିଓ ଆଳଡ୍ରିନ ଡୁଙ୍ଗ ଡୁଙ୍ଗ ଏବଂ କୃଷ୍ଣ ଗଡତିଆ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.