ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗଦେବେ ଡ଼ଃ ଶୁଭଙ୍କର ମହାପାତ୍ର…


ନବରଙ୍ଗପୁର : ପ୍ରଶାସନିକ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ ହେଇଛି ।ରାଜ୍ୟରେ ବଦଳିଛନ୍ତି ୧୭ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତିରେ ଏନେଇ ସାଧରଣ ପ୍ରଶାସନ ଓ ଅଭିଯୋଗ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ବଦଳି କରାଯଇ ଥିବା ବେଳ ଗ୍ରାମ୍ୟ ଉନ୍ନୟନ ଵିଭାଗ ର ନିର୍ଦେଶକ ଡ଼ଃ ଶୁଭଙ୍କର ମହାପାତ୍ରଙ୍କୁ ଭା.ପ୍ର.ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପ୍ରକାଶ ପାଇଛି l ଡ଼ଃ ଶୁଭଙ୍କର ମହାପାତ୍ର ୨0୧୮ ବେଚ ର ପ୍ରଶାସନିକ ଅଧିକାରୀ ଏଥି ପୂର୍ବରୁ ସେ ରାଉରକେଲା ମୁନିସିପାଲିଟି କମିଶନର ଭାବେ କାର୍ଯ୍ୟରତ ଥିଲେ ଏବଂ ଯାଜପୁର ଜିଲ୍ଲା ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି l

nis-ad
Leave A Reply

Your email address will not be published.