ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର : ଆଜି ପ୍ରତିଷ୍ଠା ଉଛବ ଉପଲକ୍ଷେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେହିଁଯାଇଛି l ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଗଣେଶହଲ ଠାରେ ଆୟୋଜିତ ଏହି ରକ୍ତଦାନ ଶିବରରେ ସ୍ୱତକ ଓ ସ୍ୱତକତର ଶେଣୀର ବିଭିନ୍ନ ବିଭାଗର ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟପକ ଅଧ୍ୟାପିକା ଓ କର୍ମଚାରୀ ମାନେ ରକ୍ତଦାନ କରିଥିଲେ lରକ୍ତଦାନ ନିମନ୍ତେ ଛାତ୍ର ଛାତ୍ରୀ ମାନେ ଆଗ୍ରହ ଥିଲେ l

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବେଷଜ ମହାବିଦ୍ୟାଳୟ ର ରକ୍ତ ଅଧିକାରୀ ଓ କର୍ମଚାରୀ ମାନେ ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପେରଣାରେ ରକ୍ତଦାନ ଶିବର ଆୟୋଜନ ହେହିଥିଲା l ଏହିବସରରେ ଏହି କାର୍ଯ୍ୟକ୍ରମ ରେ ଅଦେକ୍ଷl ପ୍ରଫେସର ପଦ୍ମିନୀ ସାହୁ, ପରୀକ୍ଷା ନିୟନ୍ତକ ଡ଼ ମନୋଜ କୁମାର ପଟ୍ଟନାୟକ, ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଉଷାରାଣୀ ରଥ, ଅଧ୍ୟlପକ ଡ଼ ବିଭୁତି ପ୍ରସାଦ ବାରିକ, ଅଧ୍ୟାପିକା ଡ଼ ଅର୍ଣ୍ଣପୁନା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଜୁଥିଲେ l ବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଜଯୋଗ ଡ଼ ପ୍ରଣତି ରଥ, ୟବରେଡ଼କ୍ରସ ସଜଯୋଗଶ୍ରୀ ବସନ୍ତ କୁମାର ପଣ୍ଡା ଙ୍କ ପ୍ରକୁଷ୍ଟ ପରିଚାଳନାରେ ଏହି ମହତ କାଯ୍ୟକର୍ମ ସଫଳ ହହିଁଥିଲା l

nis-ad
Leave A Reply

Your email address will not be published.