ଅଟକିଲା ବଳଦେବଙ୍କ ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡା : ଅଟକିଲା ବଳଦେବଙ୍କ ରଥ । କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କ ରଥ ବ୍ରହ୍ମ ତାଳଧ୍ୱଜ ରଥ। ଏହି ରଥରେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ମାଆ ରଥା ରୁଢ଼ ହୋଇ ମାଉସୀ ମା ମନ୍ଦିରକୁ ଯାଇଥାନ୍ତି । ଗତକାଲି ପହଣ୍ଡି କରାଯାଇଥିଲା । ଆଜି ରଥ ଟଣା ଆରମ୍ଭରୁ ରଥ ବାମ ପଟକୁ ଚାଲିଯାଇଥିଲା । ଯେତେ ଚେଷ୍ଟା କଲେ ବି ମୋଡ ହେଲା ନାହିଁ। ଏଣ୍ଡାମେଣ୍ଟ ଅଫିସ୍ ପାଖରେ ଲାଗି ଯାଇଛି । ଜଗ ଲଗାଇ ଡାହାଣ ମୋଡ କରାଯାଉଛି।

nis-ad
Leave A Reply

Your email address will not be published.