ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ରେ ଭାଗ ନେଲେ ଜାଗୁଆର ଟାଇକୋଣ୍ଡୋ ଏକାଡେମି ର ଛାତ୍ର ଛାତ୍ରୀ..

ହିଞ୍ଜିଳିକାଟୁ ୫!୭ ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ଜୁଲାଇ ୫ ଓ ୬ ତାରିଖ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପ ରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି ‌। ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଜାଗୁଆର ଏକାଡେମୀ ତରଫରୁ ୧୭ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଜାଗୁଆର ଏକାଡେମୀ ର କେଡେଟ ରେ ରୀଧିକା ସାହୁ,ଆଦ୍ୟାଷା ଆଦ୍ୟାସ୍ମିତା, ଅର୍ମାନ ପାଢି , ଅଂଶୁମାନ ପଣ୍ଡା,ସ୍ମାରକ ଶର୍ମା,ଏନ୍ ନାଗା ଅଶ୍ଵିନୀ,ଓମ୍ ଶଙ୍କର ପାଢି,ରୁପାଲି କୁମାରୀ ବେହେରା, ଶ୍ରୀମତୀ ମହାରଣା, ଜୁନିୟର ରେ ଷୋମେଶ ସାହୁ,ସୋମ୍ୟପ୍ରତାପ ନାୟକ,ସୈ।ମିକ ପ୍ରଧାନ,ଦିନେଶ କୁମାର ପାଢି,ସୀମାଞ୍ଚଳ ସ୍ବାଇଁ, ସିନିଅର ରେ ଶ୍ରୀତମ ପ୍ରଧାନ, ଅନିତା କୁମାରୀ ଗୈାଡ,ପ୍ରିୟଙ୍କା ପଟ୍ଟନାୟକ, ୧୭ଜଣପ୍ରତିଯୋଗୀ ଏକାଡେମୀ ର କୋଚ ଅମ୍ବିକା ପ୍ରସାଦ ଦାଶ ଙ୍କ ତତ୍ବାବଧାନରେ ଅଂଶ ଗ୍ରହଣ କରିଛନ୍ତି ।

nis-ad
Leave A Reply

Your email address will not be published.