ପରିତ୍ୟକ୍ତ ଜଙ୍ଗଲରୁ ଅଜଣା ବ୍ୟକ୍ତିର କଙ୍କାଳ ଠାବ : ପୋଲିସ ର ତନାଘନା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁଫାଗୁଡା ଗାଁ ନିକଟ ଜଙ୍ଗଲରୁ ଏକ ମୃତ ବ୍ୟକ୍ତିର କଙ୍କାଳ ମିଳିଛି। ମୃତ ବ୍ୟକ୍ତି ଜଣକ କିଏ ବୋଲି ଏ ପ୍ରଯ୍ୟନ୍ତ ଜଣାପଡି ନଥିବା ବେଳେ କଙ୍କାଳ ନିକଟରେ ଏକ ଚପଲ ପଡିରହିଛି । ମୃତ ବ୍ୟକ୍ତିଙ୍କ ବିଷୟରେ ଆଖ ପାଖ ଅଞ୍ଚଳରେ ପୁଲିସ ପଚାର ଉଚାର ଜାରି ରଖିଛି। କୋରାପୁଟ ରୁ ସାଇନ୍ସିଫିକ ଟିମ୍ କୁ ଡକାଯାଇଛି। ଏହାର ତଦନ୍ତ ପରେ ମୃତ ବ୍ୟକ୍ତି ର କଙ୍କାଳ ବିଷୟରେ ଜଣାପଡ଼ିବ ବୋଲି ପୋଲିସ କହିଛି ।

nis-ad
Leave A Reply

Your email address will not be published.