ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର : ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବା ସହ ବିଭାଗୀୟ ଅଧିକାରୀ ଓ PCCF ସୁଶାନ୍ତ ନନ୍ଦଙ୍କ ସହ ଅଧିକ ଆଲୋଚନା କରିଥିଲେ । ଯେଉଁ ସବୁ ଅସୁବିଧା ରହିଛି ତାକୁ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଉଦ୍ୟାନକୁ ଲାଗି ରହିଥିବା ଗାଁ ଗୁଡିକର ଅନେକ ସମୟରେ ବନ ବିଭାଗ ସହ ସମସ୍ୟା ଲାଗି ରହିଥାଏ । ଆଗାମୀ ଦିନରେ ଏହାର ସମାଧାନ ଗୁରୁତ୍ବ ଦେବୁ ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.