ଡାକ୍ତର ଅପରଣ ମାମଲା : କର୍ଣ୍ଣାଟକରୁ ଉଦ୍ଧାର ହେଲେ ଡାକ୍ତର…

ମାଲକାନଗିରି: କିଛିଦିନ ହେବ କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ନକ୍ସଲଙ୍କ ଅପହରଣ ନେଇ ସାରା ରାଜ୍ୟରେ ଚର୍ଚା ହେଉଥିବା ବେଳେ ବର୍ତ୍ତମାନ ତାହାର ସୁରାକ ମିଳିଛି । ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କାହିଁକି ଓ କିଏ ଅପହରଣ କରି ନେଇଥିଲା ମାଲକାନଗିରି ପୋଲିସ ତାଙ୍କୁ ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.