ଫୁଲବାଣୀ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଜଳ ଓ ଦହିପଣା ବଣ୍ଟନ

ଫୁଲବାଣୀ : ଫୁଲବାଣୀ ସତ୍ୟସାଇ ସେବା ସମିତି ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମରେ ମାସନ୍ତ ମେରୁ ଉପଲକ୍ଷେ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ରତଙ୍ଗ ଠାରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ନିମନ୍ତେ ସତ୍ୟସାଇ ସେବା ସମିତି,ଫୁଲବାଣୀ ଦ୍ଵାରା ଜଳ ଓ ଦହି ପଣା ଦିବା ୧୧.୦୦ ଘଣ୍ଟିକା ଠାରୁ ସନ୍ଧ୍ୟା ୫.୦୦ ପଯ୍ୟନ୍ତ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଜଳ ଓ ଦହି ପଣା ବାଣ୍ଟି ସଫଳ ହୋଇଥିଲେ। ୫ ଜଣ ସେବାଦଳ ଏହି କାର୍ଯ୍ୟକର୍ମରେ ନିୟୋଜିତ ହୋଇ ସେବା କାର୍ଯ୍ୟ କରି ଭଗବାନଙ୍କ କୃପା ଲାଭ କରିଥିଲେ।

nis-ad
Leave A Reply

Your email address will not be published.