ଚାନ୍ଦିପୁଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଆର,ଉଦୟଗିରି : ମୋହନା, ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହl ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର ଉଦଘାଟନୀ ଉତ୍ସବରେ ଅଧ୍ୟାପକ ପ୍ରଦୀପ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମ ସଂଯୋଜିକl ସାଗରିକl ରଇତ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିର ଅଧ୍ୟାପକ ଅନିଲ ପଟନାୟକ, ରାମହରି ପଟନାୟକ, ବିଷ୍ଣୁ ପ୍ରିୟା କାର୍ଜି ପ୍ରମୁଖ ଯୋଗଦେଇଥିଲେ l ଏହି ଶିବିରରେ ଅମିତା ଜlନି, ତପସ୍ଵିନୀ ଦଳାଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଛନ୍ତି l

nis-ad
Leave A Reply

Your email address will not be published.