ଓଡ଼ଗାଁରେ ବିଜେଡିର ବିଶାଳ ଗଣଦୌଡ଼

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଅଛି। ଏନେଇ ସମସ୍ତ ପଞ୍ଚାୟତ ତଥା ଏନଏସି ର ବିଜୁ ଜନତା ଦଳ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ସକାଳ ୭ଘଟିକାରୁ ସ୍ଥାନୀୟ ଖେଳପଡ଼ିଆ ସାହିରେ ଥିବା ଇନଣ୍ଡୋର୍ ଷ୍ଟାଡିୟମ୍ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏହି ଗଣଦୌଡ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୦୦୦ରୁ ଉର୍ଦ୍ଧ୍ବ ଯୁବ ଓ ଛାତ୍ର ସାମିଲ ଥିଲେ ।

nis-ad
Leave A Reply

Your email address will not be published.