‘ମିସନ୍ ଆଶ୍ରା’ ଯାଆଁଳା ଖୋର୍ଦ୍ଧାରୁ ମାନସିକ ବିକାର ଗ୍ରସ୍ତ ମହିଳା ନିଖୋଜ

ଫୁଲବାଣୀ : ମିସନ୍ ଆଶ୍ରା ଯାଆଁଳ ଖୋର୍ଦ୍ଧାରୁ ମାନସିକ ବିକାର ଗ୍ରସ୍ତ ମହିଳା ଜଣକ ନିଖୋଜ ଅଛନ୍ତି। ତାଙ୍କର ନାମ ଗୀତାଞ୍ଜଳୀ ମହାରଣା ବୟସ (୫୦ ), ସ୍ଵାମୀ- ସୋମନାଥ ମହାରଣା, ପିଅନପଡା,ମା ମଙ୍ଗଳା ସାହି, ଫୁଲବାଣୀ ତାଙ୍କର ଘର । କିନ୍ତୁ ସେ ଗତ ୨୨ ତାରିଖରୁ ସେ ମିସନ ଆଶ୍ରା ରୁ ନିଖୋଜ ଅଛନ୍ତି ବୋଲି ତାଙ୍କ ସ୍ବାମୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ ଆଜକୁ ୧ ବର୍ଷ ହେବ ତାଙ୍କ ମୁଣ୍ଡ ଠିକ ନଥିବା ମଧ୍ୟ ତାଙ୍କ ସ୍ୱାମୀ କହିଛନ୍ତି । ପରିବାର ଲୋକେ ଚାରି ଆଡ଼େ ଖୋଜା ଖୋଜି କରି ମଧ୍ୟ ଗୀତାଞ୍ଜଳୀ ମହାରଣାଙ୍କୁ ପାଉନାହାନ୍ତି । ସେ ଦେଖିବାକୁ ଗୋରା ,ଉଚ୍ଚତା ୫’ 1/2″ ଯଦି କୌଣସି ସହୃଦୟ ଵ୍ୟକ୍ତି ଦେଖନ୍ତି ୯୪୩୯୩୬୦୭୪୫ ଫୋନ ନମ୍ବରରେ ଯୋଗା ଯୋଗ କରିବାକୁ ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.