ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ…

ନୟାଗଡ଼ : ନିର୍ବାଚନ ସମୟ ନିକଟ ହେଉଥିବାରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦ୍ଘାଟନ କରିଥିଲେ । ଜିଲ୍ଲାର ସମସ୍ତ ବୁଥ ରେ ଏହି କାର୍ଯ୍ୟକ୍ରମ ଜାରି ରହି ଲୋକେ ଲୋକମାନେ କିପରି ସଚେତନ ହୋଇ ଠିକ୍ ଭାବରେ ଭୋଟ ଦେଇ ପାରିବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଡ଼.ଅଭିଜିତ ଷଡ଼ଙ୍ଗୀ , ରୀମା ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.