ବାର୍ଷିକ କ୍ରୀଡା ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ଥାନା ରଏବଗା ହାଇସ୍କୁଲ ଖେଲ ପଡ଼ିଆରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି !ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଏ ବୀ ଓ ସଦାନନ୍ଦ ପ୍ରଧାନ ଯୋଗଦେଇ ଶୁଭ ଆରମ୍ଭ କରିଥିଲେ ! ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହେଇଥିଲା ! ମୁଖ୍ୟ ଅତିଥି ଭାବେ ରାଏବଗା ଥାନାରୁ ଏସ ଆଇ ଗୁଲବଧନ ମାଝୀ ଯୋଗାଦେଇ ଥିଲେ ! ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଥାନା ରାଏବଗା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରି ସୂଳଚନା ବେହେରା , ସି ଆର ସି ସି ଯୋଗେଶ୍ୱର ରାଏ, ପୂର୍ବତନ ଶିକ୍ଷକ ସମସୁନ୍ଦର ସାହୁ, ସନ୍ଥୋଷା ଲାକ୍ରା ଓ ଏ ଏସ ଆଇ ସୁରେଶ କୁମାର ସାମଲ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିଲେ !

nis-ad
Leave A Reply

Your email address will not be published.