ତୁମୁଡିବନ୍ଧ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବରିଷ୍ଠ ନେତା ଟୁନା ଦାଶ: ଦେଲେ ଗୁରୁମନ୍ତ୍ର…

ଫୁଲବାଣୀ : ତୁମୁଡିବନ୍ଧ ବିଜୁ ଜନତା ଦଳ କାର୍ଯ୍ୟାଳୟରେ କିଙ୍ଗ ମେକର ଟୁନା ଦାଶ.କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବାଲିଗୁଡା ପର୍ଯ୍ୟବେକ୍ଷକ ଅଜୟ ମହାରଣା ଏବଂ ସଂଯୋଜକ ଟୁନା ଦାଶ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ କର୍ମୀଙ୍କ କିଭଳି ରଣନୀତି ପ୍ରଦର୍ଶନ କରିବ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି ବାଲିଗୁଡା ନିର୍ବାଚନ ମଣ୍ଡଳୀ କିଙ୍ଗ ମେକର ଶ୍ରୀ ଟୁନା ଦାଶ, ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ଗାଁ ଗାଁ ରେ ବିକାଶ କୁ ପାଥେୟ କରି ଚଳିତ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପ୍ରସ୍ତୁତ ରହିଛି ବୋଲି ତୁମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରମୋଦ ସାହୁ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତ ରେ ଉନତି କରଣ ପାଇଁ 50 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି l ଏହାକୁ ନେଇ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ସମସ୍ତ କର୍ମୀ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ ଆଜିର କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ପୂର୍ବତନ ବାଲିଗୁଡା ବିଧାୟକ ରାଜିବ ପାତ୍ର, ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ବରିଷ୍ଠ କର୍ମୀ ଶିରୀଶ ମଲିକ, ସୁରେନ୍ଦ୍ର ପରାସେଠ, ତୁମୁଡିବନ୍ଧ ସମିତି ସଭ୍ୟା ଶୁଭଦ୍ରା ବେହେର ଦଳାଇ, ଜିସାୟ ମଣ୍ଡଳ, ଗଙ୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.