ବୃନ୍ଦାବନ ନାୟକ ବିଦ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ…

ହିଞ୍ଜିଳିକାଟୁ (୧୧/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଈଙ୍ଗଲିସ ମିଡିୟମ ସ୍କୁଲରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ହିଞ୍ଜିଳିକାଟୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଶୁଭ ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ଶିବିର ରେ ପ୍ରାୟ ୩୦୦ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା । ଏହି ଶିବିରରେ ଅନ୍ୟ ଅତିଥି ଭାବେ ଏସ ଏମ ଆଇ ଟି ର ସମ୍ପାଦକ ଶଙ୍କର ନାରାୟଣ ଜାମୁଲା, ସଭାପତି ଭଗବାନ ଗନ୍ତାୟତ,ଶଙ୍କରନେତ୍ରାଳୟ ର ସିଇଓ ଜନାର୍ଦ୍ଦନ ଵଆଵଉ, ସଚେତନ ନାଗରିକ ସଂଘ ସଭାପତି ଉମାଶଙ୍କର ସାହୁ, ସ୍କୁଲର ଅଧ୍ୟକ୍ଷ ଡ଼ ନିହାର ରଞ୍ଜନ ପଣ୍ଡାଙ୍କ ସମେତ ,ସ୍କୁଲ ର ସମସ୍ତ ଷ୍ଟାପ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.