ସୁନ୍ଦରଗଡ଼ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ…

ସୁନ୍ଦରଗଡ : ଆଜି ସୁନ୍ଦରଗଡ ବିଜେଡିର ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଆଠ ଶହ କର୍ମୀ । ଆଗାମୀ ବିଧାନ ସଭା ଓ ଲୋକସଭା ନିର୍ବାଚନ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼େଇ,ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ,ପୂର୍ବତନ ବିଧାୟକ ଯୋଗେଶ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଷୟିକ କମିଟି ସଦସ୍ୟ ବୈକୁଣ୍ଠ ନାଏକ,ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା,ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ,ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ,ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ନାଏକ,ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତ୍ରୀଆ, ଜିଲ୍ଲା ପରିଷଦ ସଭ୍ୟ ଗେଲବତି ପଟେଲ,ବୈଷ୍ଣବ ମାଝୀ,ମନୋଜ ବରୁଆ, ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ତଳସରା ଓ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ଆଠ ଶହରୁ ଉର୍ଦ୍ଧ୍ବ ବିଜେପି କଂଗ୍ରେସ୍ କର୍ମୀ ଦଳ ତ୍ୟାଗ କରି ବିଜେଡି ରେ ଯୋଗଦାନ କରିଥିଲେ ।

ଯୁବନେତା ଉମେଶ ପ୍ରସାଦ ସାହୁ(ରାଜା) ଙ୍କ ନେତୃତ୍ବରେ ସବଡେଗା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନ୍ତୀ ପ୍ରଧାନ,କୁନା ପୁରୋହିତ,ସରପଞ୍ଚ ଗଣେଶ ପ୍ରଧାନ,ଅସିତ୍ କିସପଟ୍ଟା,ସୁଷମା ମାଝୀ, ଇସାକ୍ ତିର୍କି,ସଂଯୁକ୍ତା କୁଜୁର,ଶକୁନ୍ତଳା ବାଘ,ସୁସ୍ମିତା କୁକୁର,ପାଙ୍କଜିନି ମାଝୀ,ସୁଷମା ବାଡ଼ା,ସାରିନା କେରକେଟା,ନିରନ୍ତର ବର୍ଲା,ଦେବାଶିଷ ଓରାମ,ମଙ୍ଗଳ କୁକୁର,ଫୁଲାସିନି ରୋହିଦାଶ,ସୁଷ୍ରିତା କେରକେଟା, ଅନମୋଲ କେରକେଟା,ଝସକେତନ ନେଗି,ଗୋପବନ୍ଧୁ ମାଝୀ,ରୁଦ୍ରନାରାୟଣ ସାହୁ,ନିରୁପମା ପ୍ରଧାନ, ଜନକ ସା,ପ୍ରଦୀପ ଲୁହୁରା,ମିଥୁନ ମହାନନ୍ଦିଆ,ସଞ୍ଜୀବ କିଷାନ,ନରୋତ୍ତମ୍ ସାହୁ,ମଦନ କିଶାନ୍,ଦିଲିପ ସାଏ,ତାରସିଉସ ଲାକ୍ରା,ପ୍ରତିମା ବିଳୁଙ୍ଗ,ଧିରୁନି ତାଜନ, ବନମାଳି ସେଠ୍, ଜନ ଖେସ,ରୁକ୍ମଣୀ ପ୍ରଧାନ,ଜୟମଙ୍ଗଳ ପ୍ରଧାନ ଓ ବେଣୁଧର ନାଏକ ପ୍ରମୁଖ ବିଜେପି କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ମୁକେଶ ପୁରୋହିତ,ବିସ୍ମୟ ପଟ୍ଟନାୟକ,ଅଜୟ ପାଣିଗ୍ରାହୀ,ଶିବାଜି ନାଏକ, ସୁବ୍ରତ ନାଏକ,ରୋଷନ ସାହୁ,ସୁଦାମ ଭୋଇ,ସୁମନ୍ତ ସାହୁ,ତାପସ ପଣ୍ଡା, ଅକ୍ଷୟ ନାଏକ,ଅମିତ୍ ସାହୁ,ବିଜୟ ମିଞ୍ଜ,ଶ୍ରଦ୍ଧାକର ସୁନ୍ୟାନ,ଉମେଶ ଶର୍ମା,ପ୍ରଶାନ୍ତ ପୃଷେଠ,ମହେଶ୍ୱର ପଟେଲ,ଏମଡି ଜମିଲ,ସିବିଲ ନାଏକ, ଅନିଲ ବେହେରା, ମଣ୍ଟ ବହିଦାର,ଚିନଟୁ ବହିଦାର, ରିତା ସାହୁ,ମୌସୁମୀ ତ୍ରିପାଠୀ, ପଞ୍ଚା ବାର୍ଲା, ଦୂଶିଲା ନାଗ,ସୁଶୀଳା ନାଗ,ଶୁଭମ୍ ଗୁରୁ,ସନ୍ତୋଷ ସାହୁ,ଶୁନିଶ ପୂଜାରୀ,ପ୍ରଣବ ଆଚାର୍ଯ୍ୟ, ପିଣ୍ଟୁ ଶର୍ମା,ହେମନ୍ତ ମେହେର,ପିଣ୍ଟୁ ଶର୍ମା,ସାଗର ନାଏକ,ଦିଲିପ ଲାକ୍ରା, ରୋସନ ମିଞ୍ଜ,ରାଜେଶ ଲାକ୍ରା,କୃଷ୍ଣ ବରୁଆ,ନୀଳମଣି ମାଝୀ,କିଶୋର ପଟେଲ,ଦେବେନ କିସାନ, ଲାଲ ମୋହନ ମିଞ୍ଜ, କଳ୍ପନା ନାଏକ ପ୍ରମୁଖ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.