ସଡକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ…

ସୁନ୍ଦରଗଡ : ଆଜି ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ପୋଗରାପୋଷ ରାସ୍ତା ଉପରେ ଗୋଟିଏ ବାଇକ ନିଜର ଭାରସାମ୍ୟ ହରାଇଥିବା ରୁ ଦୁଇ ଜଣ ଯୁବକ ସଲିମ ଏକ୍କା (୨୪) ବର୍ଷ ଓ ଅଜିତ ମିଞ୍ଜ (୨୨) ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ! ରାଏବଗା ଅଞ୍ଚଳର ସମାଜ ସେବୀ ଇରସାଦ ଅନ୍ସାରୀ ରାଏବଗାର 108 ଆମ୍ବୁଲାନ୍ସ କୁ ଡାକି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିବା ଜଣା ପଡ଼ିଛି ! ଏହି ଦୁଇ ଜଣ ଯୁବକ ରାଏବୋଗା ଥାନା ଅର୍ନ୍ତଗତ ଅଣ୍ଡାଳି ପଞ୍ଚାୟତ ଅଞ୍ଚଳର ଥିବା ଜଣା ପଡିଛି !

nis-ad
Leave A Reply

Your email address will not be published.