ଜୁଆ ଆଡ୍ଡା ଉପରେ ଚଢଉ ୬ ଜୁଆଡି ଗିରଫ, ୪ମୋବାଇଲ ଜବତ…

ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ ଟିମ୍ ପହଞ୍ଚି ସେମାନଙ୍କୁ କାବୁ କରି ୬ ଜଣ ଜୁଆଡିଙ୍କୁ ଧରିବା ସହ ନଗଦ ୧୩ ହଜାର ୪୦୦ ଟଙ୍କା ସହ ୪ ଗୋଟି ମୋବାଇଲ ଫୋନ ଜବତ କରିଥିଲେ।

nis-ad
Leave A Reply

Your email address will not be published.