ବିର୍ସାମୁଣ୍ଡା ୟୁଥ କ୍ଳବ ପକ୍ଷରୁ ୮ଟି ଟିମ୍ କୁ ନେଇ ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

ମାଲକାନଗିରି : ଆଜି ମାଲକାନଗିରି ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪ ଗ୍ରାମ ଠାରେ ବିର୍ସାମୁଣ୍ଡା ୟୁଥ କ୍ଳବ ପକ୍ଷରୁ ୮ ଟି ଟିମ୍ କୁ ନେଇ ଦୁଇଦିନୀୟା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭ ଆରମ୍ଭ କରାଯାଇଅଛି | ଏଥିରେ ମାଲକାନଗିରି ଜ଼ିଲ୍ଲା ବିଜେଡି ଟାଣୁଆ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ମୁଖ୍ୟ ଅତିଥି ଭାବେ ଅଂଶୋଗ୍ରହଣ କରି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଛନ୍ତି | ଏଥିରେ ଅନ୍ୟତମ ସମ୍ମାନିୟ ଅତିଥି ଭାବରେ ବି.ଡ଼ି.ଓ ଶ୍ରୀମତି ପ୍ରଭାତୀ ଝୋଡ଼ିଆ ,ସରପଞ୍ଚ ଅରକ୍ଷିତ ନାୟକ,ନାୟକ ସରପଞ୍ଚ ଶ୍ରୀମତି ସୁନାମଣି କିସ୍କୁ,ବିମଲ ମହତ, ସଞ୍ଜିତ କିସ୍କୁ, ସପନ ସିକଦାର, ବଲରାମ ମହତ, ଆକାଶ ମହତ ଫୁଟବଲ୍ ଟୁର୍ନାମେନ୍ଟରେ ଅଂଶଗ୍ରହଣ କରିଛନ୍ତି ।

nis-ad
Leave A Reply

Your email address will not be published.