ହିଞ୍ଜିଳି ଥାନାରେ ନୂତନ ଆଇଆଇସି ଙ୍କ ଯୋଗଦାନ


ହିଞ୍ଜିଳିକାଟୁ (୧୦/୯) : ହିଞ୍ଜିଳି ଥାନା ରେ ନୂତନ ଆଇଆଇସି ଶ୍ରୀନିବାସ ସେଠି ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଅନୁଗୁଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ଆଇନ ଶୃଙ୍ଖଳା ତଥା ପୋଲିସ ଓ ଜନତା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖି କାମ କରିବାକୁ ଅଗ୍ରାଧିକାର ଦେବେ ବୋଲି ଗଣ ମାଧ୍ୟମ ଆଗରେ ସେ ପ୍ରକାଶ କହିଛନ୍ତି | ହିଞ୍ଜିଳିକାଟୁ ର ଆଇନ ଶୃଙ୍ଖଳା କଡାକଡି କରିବା ସାଥେ ସାଥେ ହିଞ୍ଜିଳି ରେ ବଢୁଥ‌ିବା ଟ୍ରାଫିକ ସମସ୍ୟା ର ସମସ୍ୟାର ସମାଧାନ ଅତିଶିଘ୍ର କରିବେ ବୋଲି କହିଛନ୍ତି । ହିଞ୍ଜିଳି ଆଇଆଇସି ଭାବେ କାର୍ଯ୍ୟ କରୁଥିବା ଅଭିମନ୍ୟୁ ଦାଶ ଙ୍କ କମିଶନରେଟ ପୋଲିସ୍ ଭୁବନେଶ୍ଵର ବଦଳି ହୋଇଛନ୍ତି।

nis-ad
Leave A Reply

Your email address will not be published.