Browsing Category

ସ୍ୱାସ୍ଥ୍ୟ

ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଓଡିଶାରୁ…

କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା: ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

ହଇଜା ନେଲା ଆଉ ଏକ ଜୀବନ

ରାଉରକେଲା : କଲେରା ଆକ୍ରାନ୍ତଙ୍କ ସଂଖ୍ୟା କମ ହେଉଥିବା ପ୍ରଶାସନ ତରଫରୁ କୁହାଯାଉଥିବା ବେଳେ ଏବେ ମଧ୍ୟ ସ୍ଥିତି ଚିନ୍ତା ଜନକ ରହିଛି। ହଇଜା ନେଇଛି ଆଉ ଏକ ମୁଣ୍ଡ। ମୃତକ ହେଲେ ପଙ୍କଜ ମଣ୍ଡଳ। ତାଙ୍କର ବୟସ ୪୪ ବର୍ଷ। ପଙ୍କଜଙ୍କୁ ମିଶାଇ ଆଜି ସୁଦ୍ଧା ୧୫ ଜଣଙ୍କ…

କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରନ୍ତୁ; ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ଦେଶରେ ଏବେ ନିୟମିତ କେସ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରୋଗୀ ବି ଚିହ୍ନଟ ହେଲେଣି । ଏହାରି ଭିତରେ ରାଜ୍ୟ ସରକାର ବି ତପ୍ତରତା ପ୍ରକାଶ କଲେଣି । ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ…

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।…

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ୍‌ ସିରପ୍‌ ମନା

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍‌ ଦେବା ମନା। ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ସାରା ବିଶ୍ୱରେ କଫ୍‌ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେବା ପରେ ଭାରତ ସରକାର ଏଭଳି…

ବୟସ୍କ ମାନଙ୍କୁ ମାସ୍କ ବ୍ୟବହାର ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ…

ଭୁବନେଶ୍ୱର: ପୁଣି ଦେଶରେ ବଢିଲା କରୋନା କେସ୍‌ । ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । ୫ ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ୮୮ ପ୍ରତିଶତ କେବଳ କେରଳରୁ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ…

ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍…

ରାଉରକେଲା : ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ…

ଝାଡାବାନ୍ତି ପରିସ୍ଥିତି ନିୟନ୍ତ୍ରାଣାଧୀନ- ୨୪ ଘଣ୍ଟା ଖୋଲା ରହିବ ପିଏଚସି : ଶାଳିନୀ ପଣ୍ଡିତ…

ସୁନ୍ଦରଗଡ/ରାଉରକେଲା,: ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟାପିଥିବା ଝାଡାବାନ୍ତି ଘଟଣା ଅନୁଧ୍ଯାନ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ବୁଧବାର ରାଉରକେଲା ଗସ୍ତରେ ଆସି ଏହାର ଅନୁଧ୍ଯାନ କରିଛନ୍ତି। ଏହି ଦଳରେ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ, ଗୃହ ଓ

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ…

ରାଜ୍ୟ ପରିବାର ନିୟୋଜନ ବା ଫାମିଲି ପ୍ଲାନିଂ ବାସ୍କେଟ ଅଫ ଚଏସରେ ଯୋଡ଼ିହେଲା ଦୁଇ ନୂଆ ଗର୍ଭ ନିରୋଧକ- ସବ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ। ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ…