Browsing Category

ବିଦେଶ

ଯୁଦ୍ଧବିଧ୍ବସ୍ତ ୟୁକ୍ରେନରୁ ଏକାକୀ ୧୪ ଶହ କିମି ଗଲେ ୧୧ ବର୍ଷର ବାଳକ

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ…

ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା…

ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ଆକ୍ରମଣ ପରେ ଚିନ୍ତାରେ ସାରା ବିଶ୍ୱ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଥିବା ‘ଜାପୋରିଝ୍‌ଝିଆ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ଋଷ ସେନାର ଆକ୍ରମଣ ଯୋଗୁଁ ଏବେ ନିଆଁ ଲାଗିଯାଇଛି | ଆଉ ୟୁରୋପ୍‌ର ସବୁଠୁ ବଡ଼ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ଆକ୍ରମଣକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଛି । କାରଣ ଏହା ଦ୍ୱାରା ତେଜସ୍କ୍ରିୟ…

ରୁଷ ଯୁଦ୍ଧ ଅପରାଧର ତଦନ୍ତ ହେବ : ଜାତିସଂଘ ମାନବ ଅଧିକାର କମିଶନ ; ଭୋଟଦାନରୁ ପୁଣି ବିରତ ରହିଲା ଭାରତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି) ବୈଠକରେ ୟୁକ୍ରେନରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ଅନୁଷ୍ଠିତ ଭୋଟଦାନରୁ ଭାରତ ବିରତ…

ଯୁଦ୍ଧରେ ରୁଷ ହରାଇଲାଣି ୯ ହଜାରରୁ ଅଧିକ ସୈନ୍ୟ, ୨୫୦ ଟ୍ୟାଙ୍କ ଧ୍ୱଂସ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି। ରୁଷ ଏବେ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ସାରା ୟୁରୋପ ପାଇଁ ବିପଦ ସୃଷ୍ଟି ହୋଇଛି। ଗତ ଗୁରୁବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ହେଲେ ଯୁଦ୍ଧ…

ଶୁକ୍ରବାର ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଗଲା ୩୦ ଜଣଙ୍କ ଜୀବନ

ପେଶାୱର: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା…

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆକ୍ରମଣ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୟୁକ୍ରେନ୍‌ର ଜାପୋରିଝଝିଆରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଉପରେ ରୁଷ ସେନା ପକ୍ଷରୁ ବଡ଼ଧଣଣର ଆକ୍ରମଣ କରାଯାଇଛି।ଏହି ପ୍ରସଙ୍ଗରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଜାପାନ୍‌ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା…

ରୁଷ ଉପରେ ଡିୟାଜିଓ, ଆଇକିଆ, ଏଫ ୧ ଓ ସ୍ପୋଟିଫାଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ,…

ବାହାରେ ଯୁଦ୍ଧ ଚାଲିଥିବା ବେଳେ ରୁଷ କ୍ୟାପସୁଲରେ କୈଦ ଆମେରିକାର ଦୁଇ ବୈଜ୍ଞାନିକ!

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ରୁଷ ।ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ…

ଅନ୍ଧାରରେ ବୁଡ଼ିଲା ଖାରକିଭ, ତୈଳ ଡିପୋରେ ଭୟଙ୍କର ହମଲା

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି।ରୁଷର ବୋମା ଓ ମିସାଇଲ…