Browsing Category

ବିଦେଶ

୪୫ ଦିନ କ୍ଷମତାରେ ରହିବା ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍‌ ଟ୍ରସ। ସେ ମାତ୍ର ୪୫ ଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ…

କ୍ରିମିଆରେ ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର

ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ । ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି । ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧା କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ…

ଜାତିସଂଘରେ ଚାଇନାର ଆତଙ୍କବାଦୀ ପ୍ରୀତି

ନୂଆଦିଲ୍ଲୀ: ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା। ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି। ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତୀୟ ଆତଙ୍କବାଦୀ…

ମସଜିଦ ବାହାରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

ଇସଲାମାବାଦ: ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି। ଶୁକ୍ରବାର ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗୋଟିଏ ମସଜିଦ ବାହାରେ ଏପରି ଘଟଣା ଘଟିଛି। ବିଚାରପତି ଜଣଙ୍କ ମସଜିଦକୁ ନମାନ ପାଠ ପାଇଁ ଆସିଥିବା ବେଳେ ଏପରି…

ନାଟୋକୁ ପୁଟିନଙ୍କ ‘ବିଶ୍ୱ ବିପର୍ଯ୍ୟୟ’ର ଧମକ

ଅଷ୍ଟନା: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ସିଧାସଳଖ ନାଟୋ ଟ୍ରୁପ୍ସକୁ ଧମକ ଦେଇଛନ୍ତି। ଯଦି ନାଟୋ ସୈନ୍ୟମାନେ ରୁଷ ଆର୍ମି ସହ ସିଧାସଳଖ ଲଢ଼େଇ କରିବେ, ତା’ହେଲେ ପୂରା ବିଶ୍ୱ ଭୟଙ୍କର ବିର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। …

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀ: ଉତ୍ତର ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ପ୍ରାୟ ୨୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଖଣିରେ ଏବେବି ୫୦ ପାଖାପାଖି ଶ୍ରମିକ ଫସି ରହିଥିବା ଜଣାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ସମୟରେ କଳା ସାଗର…

ବିଶ୍ବର ସର୍ବାଧିକ ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଗୋଟାଏ : ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଏକତା ନ ଥାଇ ଆଣବିକ ଅସ୍ତ୍ର ରଖିଥିବାରୁ ବିଶ୍ବର ସବୁଠୁ ବଳି ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଗୋଟାଏ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଚାର କରୁଥିବା କଥା ଆଜି ଜଣାପଡ଼ିଛି। ଗୁରୁବାର ଦିନ ‘ଡେମୋକ୍ରାଟିକ୍‌’ କଂଗ୍ରେସ୍‌ ପ୍ରଚାର ଅଭିଯାନ କମିଟି…

ଟିକସ ହ୍ରାସ ମହଙ୍ଗା ସାବ୍ୟସ୍ତ: ବ୍ରିଟେନ ଅର୍ଥମନ୍ତ୍ରୀଙ୍କୁ ବରଖାସ୍ତ କଲେ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗତ ମାସ ଶେଷରେ ତାଙ୍କ ମିନି ବଜେଟ୍‌ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ଅଶାନ୍ତିକୁ ରୋକିବା ପାଇଁ ଶେଷରେ ତାଙ୍କ ରାଜକୋଷର କୁଳପତି ତଥା ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ବରଖାସ୍ତ କରିଛନ୍ତି ବୋଲି ଶୁକ୍ରବାର ଦିନ ଲଣ୍ଡନର…

ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ!

ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ…

ଫେସବୁକର ମୂଳ କମ୍ପାନୀ ମେଟା ଏବେ ରୁଷରେ ଆତଙ୍କବାଦୀ ସଂଗଠନ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଆଜି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଟେକ୍‌ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର…