Browsing Category

ବିଦେଶ

ପାକିସ୍ତାନରେ ଅଟା ଓ ମଇଦା ପାଇଁ ଭୟଙ୍କର ସଂଘର୍ଷ…

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏକପ୍ରକାର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନରେ ଏବେ ଅଟା ଓ ମଇଦା ପାଇଁ ଲୋକମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ଅଟା ପାଇଁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଥିବା ବେଳେ…

ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ…

ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ…

ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିଲେ…

ନୂଆଦିଲ୍ଲୀ: ବ୍ରାଜିଲରେ କ୍ଷମତା କନ୍ଦଳକୁ ନେଇ ଅରାଜତା ପରିସ୍ଥିତି। ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ। ରବିବାର ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପିତ ଭବନ ‘କଂଗ୍ରେସ’କୁ ଧସେଇ ପଶିବା ସହ ସୁପ୍ରିମକୋର୍ଟ ଭିତରକୁ…

ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ୍…

ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ ।ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ…

ଆମେରିକା ସ୍ତବ୍ଧ : ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷର ଛାତ୍ର…

ନ୍ୟୁୟର୍କ : ଆମେରିକାର ବନ୍ଧୁକ ସଂସ୍କୃତି ଦିନକୁ ଦିନ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲାଣି । ଏପରିକି ଛୋଟ ପିଲାମାନେ ବି ବନ୍ଧୁକ ଧରି ବୁଲିବା ଆରମ୍ଭ କରିଦେଇଛନ୍ତି ।ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ…

ଟ୍ରେନ ଚଳାଇବାକୁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ମହଜୁଦ ଅଛି ମାତ୍ର ୩ ଦିନ ପାଇଁ ତେଲ…

ଲାହୋର: ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ଏବେ ଦେଶ ଚଳାଇବା କଷ୍ଟକର ହୋଇପଡିଛି। ଏହି ସମୟରେ ଖବର ଆସୁଛି ଯେ ପାକିସ୍ତାନ ରେଳବାଇ ପାଖରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ଚଳାଇବାକୁ ମାତ୍ର ତିନି ଦିନର ତୈଳ ଷ୍ଟକ୍ ବାକି ଅଛି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି…

୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍‌

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା…

ଟୋକିଓ ଛାଡ଼ି ଚାଲିଯିବାକୁ ପରିବାରର ସନ୍ତାନପିଛା ୧ ନିୟୁତ ‘ୟେନ୍‌’ ଦେଉଛି ଜାପାନ୍‌: ରିପୋର୍ଟ…

ଟୋକିଓ: ଦେଶର ମଫସଲ ଅଞ୍ଚଳରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ରାଜଧାନୀ ଟୋକିଓ ଛାଡ଼ି ଚାଲିଯିବା ପାଇଁ ଜାପାନ ପରିବାରର ପ୍ରତ୍ୟେକ ସନ୍ତାନପିଛା ୧ ନିୟୁତ ‘ୟେନ୍‌’ (ପ୍ରାୟ ୬ ଲକ୍ଷ ୩୩ ହଜାର ଟଙ୍କା) ପ୍ରଦାନ କରିବ ବୋଲି ‘ଟାଇମ୍‌‘ ପତ୍ରିକା ରିପୋର୍ଟ କରିଛନ୍ତି। ଏହି ନୂତନ ପ୍ରସ୍ତାବ…

ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍‌ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍‌ର ଶୀର୍ଷ ଡାକ୍ତରମାନେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ…

କରୋନା ମୁକାବିଲା ; ଚୀନକୁ ସହାୟତାର ହାତ ବଢ଼ାଇଲା ତାଇୱାନ…

ବେଜିଂ : କରୋନା ଭୂତାଣୁ ସଂକ୍ରମଣରେ ଚୀନ ଅଣାୟତ୍ତ ହୋଇ ପଡିଥିବାବେଳେ ଏହାର ମୁକାବିଲା ନିମନ୍ତେ ତାଇୱାନ ସହାୟତାର ହାତ ବଢାଇଛି। ନବବର୍ଷର ଉଦ୍‌ବୋଧନ କାଳରେ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ କହିଛନ୍ତି ଯେ ଚୀନର କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବାକୁ ତାଙ୍କ ଦେଶ ଆଗ୍ରହୀ।…