Browsing Category

ବିଦେଶ

ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଇସ୍ତଫା ଦେବାକୁ ଘୋଷଣା କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ। ଆସନ୍ତା ମାସରେ ସେ ଇସ୍ତଫା ଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଲେବର୍ ପାର୍ଟିର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଯାଇଛି। ଆଉ ଚାରି ବର୍ଷ…

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ, ସପ୍ତାହକ ମଧ୍ୟରେ ୨ୟ ଘଟଣା…

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ…

୭.୨ ତୀବ୍ରତା ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଲର୍ଟ

ଜାକର୍ତା: ପୁଣି ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି।ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା…

ପାକିସ୍ତାନ ଶିକ୍ଷା ପାଇ ସାରିଛି; ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ…

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ କରୁଥିବା ପାକିସ୍ତାନ ଏବେ ଭାରତ ସହ ମୁକ୍ତ ଓ ସ୍ୱଚ୍ଛ ଆଲୋଚନା କରିବାକୁ ଚାହୁଁଛି। ପୂର୍ବ ଭୁଲରୁ ପାକିସ୍ତାନ ଉଚିତ ଶିକ୍ଷା ପାଇ ସାରିଛି। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା…

ଇମ୍ରାନ୍‌ ଖାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଉ ୩ ଗିରଫ…

ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି।…

କ୍ୟାନସରମୁକ୍ତ ହେଲେ ଆମେରିକାର ଫାଷ୍ଟ ଲେଡି…

ୱାଶିଂଟନ: କ୍ୟାନସରମୁକ୍ତ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ ଲେଡି। ଗତକାଲି ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା…

ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିର ଉପରେ ଖଲିସ୍ଥାନ ସମର୍ଥକଙ୍କ ଆକ୍ରମଣ …

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର ବାପ୍ସ ସ୍ୱାମୀ ନାରାୟଣ ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ହିଁ ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ବିଦେଶରେ ଭାରତକୁ ମଧ୍ୟ ଅପମାନିତ କରାଯାଇଛି। ଏହି ମନ୍ଦିରର କାନ୍ଥରେ…

ପଞ୍ଜାବ ବିଧାନସଭା ବାହାରେ ପାକିସ୍ତାନର ଗୃହମନ୍ତ୍ରୀଙ୍କ ଉପରେ ଜୋତା ଆକ୍ରମଣ…

ଇସ୍‌ଲାମାବାଦ୍‌: ପାକସ୍ତାନର ଲାହୋର ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ବିଧାନସଭା ଭିତରେ ମଙ୍ଗଳବାର ଦିନ ତୁମୁଳ ଯୁକ୍ତିତର୍କ ହେବା ପରେ ବାହାରେ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ଗାଡ଼ି ଉପରକୁ ଜୋତା ଫିଙ୍ଗା ଯାଇଛି।ପାକିସ୍ତାନୀ ଗୃହମନ୍ତ୍ରୀ ରାନା ସନାଉଲ୍ଲା ବିଧାନସଭା ବାହାରକୁ ଆସୁଥିବା ବେଳେ…

ଆମେରିକାରେ ସବୁ ବିମାନର ଉଡ଼ାଣ ବାତିଲ…

ନ୍ୟୁୟର୍କ : ଆମେରିକାରେ ଆଜି ଏପରି ଏକ ଘଟଣା ଘଟିଛି ଯାହାକି ପୂର୍ବରୁ କେବେ ଦେଖାଯାଇନଥିଲା । ଆମେରିକାର ସବୁ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଛି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ?ମିଳିଥିବା ସୂଚନା ଅନୁସାରେ ବିମାନବନ୍ଦର ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କମ୍ପ୍ୟୁଟରରେ…

ପାକିସ୍ତାନରେ ୫୦୦% ବଢ଼ିଲାଣି ପିଆଜ ଦାମ…

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର…