Browsing Category

ବିଦେଶ

ଆମେରିକା ଆକାଶରେ ଉଡୁଛି ଚୀନ୍‌ର ‘ସ୍ପାଏ ବେଲୁନ୍‌’: ପେଣ୍ଟାଗନ୍‌

ୱାସିଂଟନ୍‌: ଆମେରିକାର ସୁଉଚ୍ଚ ଆକାଶରେ ଉଡ଼ି ଅତି ଗୁରୁତ୍ବପୂର୍ଣ୍ଣ ଆଣବିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିବା ପରି ଜଣାପଡୁଥିବା ଗୋଟାଏ ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ର (ସ୍ପାଏ ବେଲୁନ୍‌) ଗତିବିଧି ଉପରେ ନଜର ରଖାଯାଇଥିବା କଥା ଗୁରୁବାର ଦିନ ‘ପେଣ୍ଟାଗନ୍‌’…

ନିଜ ସମସ୍ୟା ନିଜେ ସମ୍ଭାଳ.. ଆମକୁ ଦାୟୀ କରନି : ପାକିସ୍ତାନକୁ କହିଲା ତାଲିବାନ…

କାବୁଲ : ପାକିସ୍ତାନର ପେଶାଓ୍ବରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ…

ପେଶାଓ୍ବର ମସଜିଦ ବିସ୍ଫୋରଣ : ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ମିଳିଲା…

ପେଶାଓ୍ବର : ସୋମବାରଦିନ ପାକିସ୍ତାନର ପେଶାଓ୍ବର ସହର ପୁଲିସ ଲାଇନ ଅଂଚଳରେ ଥିବା ମସଜିଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ସ୍ପଷ୍ଟ ହୋଇଯାଇଛି । ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ…

ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହ ଭିତିରିଆ ଆଲୋଚନା କରୁଛି ପାକିସ୍ତାନ.. !

ଇସଲାମାବାଦ : ଆର୍ଥିକସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ସ୍ଥିତି ଏବେ ବେହାଲ ହେବାରେ ଲାଗିଛି। ପାକିସ୍ତାନରେ ଜରୁରୀ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ଜିତିଷର ଦାମ ଆକାଶ ଛୁଆଁ ହେଲାଣି। ଏପରି ସ୍ଥିତିରେ ପାକିସ୍ତାନ ବ୍ୟାକ ଚ୍ୟାନେଲରେ ବା ଭିତିରିଆ ଭାବେ ଭାରତ ସହ ଆଲୋଚନା କରି…

ନିର୍ମିତ ହେଲା ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍…

ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି; ସ୍ବପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି। ସମସ୍ତଙ୍କୁ ଚକିତ କରି ଶେଷରେ ସଫଳତାର ସହ ନିର୍ମାଣ ହୋଇଛି ଉଡ଼ନ୍ତା ବାଇକ୍। ଯାହାକୁ ନିର୍ମାଣ କରିଛି ଜାପାନର ଏକ ଷ୍ଟାର୍ଟଅପ୍ ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜି ନାମକ ଏକ କମ୍ପାନି । ଉଡ଼ନ୍ତା…

ୟୁକ୍ରେନକୁ ଆମେରିକା ଦେଉଥିବା ଟ୍ୟାଙ୍କକୁ ଜାଳିଦେବୁ : ରୁଷ

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହା ସତ୍ତ୍ବେ ରୁଷ ବିଜୟ ହାସଲ କରିପାରିନାହିଁ, କିମ୍ବା ୟୁକ୍ରେନ ପରାଜୟ ବରଣ କରିନାହିଁ । ପାଶ୍ଚାତ୍ୟ ଦେଶଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ୟୁକ୍ରେନ ସେନା ରୁଷକୁ କଡ଼ା ଜବାବ ଦେବାକୁ…

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍‌ ହିପ୍‌କିନ୍ସ…

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ଶପଥ ନେଲେ ଲେବର୍‌ ପାର୍ଟିର ନେତା କ୍ରିସ୍‌ ହିପକିନ୍ସ। ଆଜି ଏକ ଔପଚାରିକ ସମାରୋହରେ କ୍ରିସ୍‌ ହିପକିନ୍ସ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍‌ ସିଣ୍ଡି…

ସ୍କୁଲରେ ଗୁଳିକାଣ୍ଡ, ୨ଛାତ୍ର ମୃତ…

କାର୍ଲିଫଣ୍ଣିଆ: ଆମେରିକାର କାର୍ଲିଫଣ୍ଣିଆରେ ଲଗାତାର ଗୁଳିକାଣ୍ଡରେ ଜନ ସାଧାରଣ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରାଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି ।…

ଜୀବନ ଓ ମୃତ୍ୟୁ ଭିତରେ ୧୦ ମିନିଟ ଝୁଲି ରହିଥିଲେ ଅନେକ ପର୍ଯ୍ୟଟକ…

ନୂଆଦିଲ୍ଲୀ: ମନୋରଞ୍ଜନ ପାର୍କ ଏକ ମଜାଦାର ସ୍ଥାନ, ଯେଉଁଠାରେ ଲୋକମାନେ ଭରପୂର ଆନନ୍ଦ ନେଇଥାଆନ୍ତି। ଏଠାରେ ବିଭିନ୍ନ ପ୍ରକାର ଦୋଳି ଲାଗିଥାଏ। ସମୟସମୟରେ ଏହି ଦୋଳିକୁ ନେଇ ଅନେକ ଘଟଣା ଓ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଏମିତି କି ଦୋଳିରୁ ଖସି ପଡ଼ି ଅନେକ ଲୋକଙ୍କ ଜୀବନ ଚାଲି…

ଆହୁରି ଭୟଙ୍କର ହେବ ଯୁଦ୍ଧ: ୟୁକ୍ରେନକୁ ପୁଣି ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ ଆମେରିକା

ନୂଆଦିଲ୍ଲୀ : ଆଗକୁ ଆହୁରି ଭୟଙ୍କର ହେବ ଯୁଦ୍ଧ । ୟୁକ୍ରେନକୁ ପୁଣି ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ । ଏଥିରେ ରହିଛି ଷ୍ଟ୍ରାଇକର କମ୍ବାଟ୍‌ ଭେହିକିଲ୍‌ । ପ୍ରଥମ ଥର ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଦେବ ଆମେରିକା ।…