Browsing Category

ଧର୍ମ ସଂସ୍କୃତି

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ

ପୁରୀ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ । ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଛି । ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ମହାପ୍ରଭୁଙ୍କ ସକାଳ ଧୂପ

ବାଲୁକା କଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ; ଆଜି ମହାବିଷୁବ ସଂକ୍ରାନ୍ତି ଏବେ ଉତ୍କଳୀୟ ନବବର୍ଷ ବା ଓଡିଆ ନବବର୍ଷ । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ମାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ

ଆଜି ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମା’ ଙ୍କ ୮୮ତମ ଚଇତି ପର୍ବ । ଅବସରରେ ଆଜି ସକାଳ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ

ହାତୀବେନା ଡିଏନକେ ଗ୍ରାମରେ ଶ୍ରୀ ଶ୍ରୀ ମା ବାସନ୍ତୀ ପୂଜା ଆରମ୍ଭ…

ଉମରକୋଟ ( ସପ୍ର ) ଚୈତ୍ର ମାସର ଅବସାନରେ ହିନ୍ଦୁ ନବବର୍ଷର ବୈଶାଖ ମାସର ପ୍ରଥମ ଦିନରେ ମା ବାସନ୍ତୀ ମାତାର ଦରଶନରେ ସମସ୍ତ ପଲ୍ଲୀ ଗ୍ରାମରେ ଖୁସିର ଲୋହରି ଖେଳି ଯାଇଛି। ଆଜି ସକାଳେ ପଲ୍ଲୀ ଗ୍ରାମ ହାତୀବେନାର ଭକ୍ତି ମତି ମାତୃ ବୃନ୍ଦ ସହିତ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଗଙ୍ଗାକୁ ବରନ

କନ୍ଧମାଳ ପ୍ରସିଦ୍ଧ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ…

ଫୁଲବାଣୀ : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କଷଷ୍ଠ ବିଂଶ ତମ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜି ସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି

ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼

ବାଲେଶ୍ୱରର ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତାକାଲି ନୀଳପର୍ବ। ଆଜି ହେବ ମହାଦେବ ଓ କାମିନୀଙ୍କ ବିବାହ ଉତ୍ସବ। କାମିନୀ ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ମଙ୍ଗଳବାର (ଗତକାଲି) ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପାଟଭକ୍ତ ଦେଉଳିଆ।

ଅପ୍ରେଲ ୨୬ ରୁ ବହୁ ପ୍ରତିକ୍ଷୀତ ବସନ୍ତ ମହୋତ୍ସବ…

ସୁନ୍ଦରଗଡ - ୯/୪/୨୪ସୁନ୍ଦରଗଡର କଳା,ସଂସ୍କୃତି ଓ ଐତିହ୍ୟକୁ ସଦାସର୍ବଦା ଆଗକୁ ନେଉଥିବା "ନବଜୀବନ" ଅନୁଷ୍ଠାନ ଉପରୋକ୍ତ ବିନ୍ଦୁ ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତି ବର୍ଷ ଆୟୋଜନ କରି ପ୍ରସିଦ୍ଧ " ବସନ୍ତ ମହୋତ୍ସବ"। ନବଜୀବନର ପୂର୍ବତନ ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର,

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ…

ଆସିକା : ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ମାହେନ୍ଦ୍ର ବେଳାରେ ନୀତି ଅନୁଯାୟୀ ପୂଜାବିଧି ଆରମ୍ଭ କରାଯାଇଥିଲା।ଧ୍ବଜା ପୂଜା ପରେ ମନ୍ଦିର ପରିକ୍ରମା କରାଯାଇ ମନ୍ଦିର ବେଢାରେ ଥିବା ବୃକ୍ଷପୂଜା ସରିବା ପରେ ଧ୍ବଜା ବନ୍ଧା

ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ଭୁବନେଶ୍ଵର: ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ବର୍ଷର ପରମ୍ପରା ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା । ୨୦୧୫ରୁ ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ ହେବ ବୋଲି ପ୍ରଶାସନ କହିବା ସହ ଉଦ୍ୟମ ଆରମ୍ଭ କରିଥିଲା। ସର୍କିଟ ହାଉସରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ