Browsing Category

ଖେଳ

ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଟକ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ…

କଟକ: ହକି ମହାକୁମ୍ଭ ପାଇଁ ଚଳଚଞ୍ଚଳ କଟକ ସହର । କଟକର ପ୍ରବେଶ ପଥ, ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ: ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ…

ରାଉରକେଲା : ୨୬ ଡିସେମ୍ବର ୨୦୨୨: ବିଶ୍ୱକପ ପୂର୍ବରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ସୋମବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ସହ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଟିମ୍ ୧୧-୨

ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ, ଭାରତ ୪୫/୪…

ଢାକା: ବ୍ୟାଟିଂରେ ଫେଲ ମାରିଥିବା ବାଂଲାଦେଶ ବୋଲିଂରେ କମାଲ କରିଛି। ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ ଦେଇଥିବା ବାଂଲାଦେଶ ବୋଲିଂରେ ବିପର୍ଯ୍ୟୟ ସୃଷ୍ଟି କରିଛି। ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା କରୁଥିବା ଭାରତ ୪୫ ରନରେ ୪ ଜଣ

ଆଇପିଏଲ ଅକ୍ସନ: ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଲା ହାଇଦ୍ରାବାଦ

କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି। ଏହି ଅକ୍ସନରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ତ ଟିମ୍‌ର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍‌ଙ୍କ ଦବଦବା ଦେଖିବାକୁ ମିଳିଛି। ତାଙ୍କୁ ୧୩.୨୫ କୋଟି ଟଙ୍କା ଦେଇ ସନ ରାଇଜର୍ସ ହାଇଦ୍ରାବାଦ ନିଜ ସହ ସାମିଲ କରିଛି। ବ୍ରୁକଙ୍କ ବେସ୍‌

୨ୟ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୩୧୪ ରନ୍‌; ବାଂଲାଦେଶର ୨ୟ ପାଳି ଆରମ୍ଭ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଢାକାସ୍ଥିତ ଶେର୍‌ ବାଂଲା ନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୩୧୪ ରନ୍‌ ସଂଗ୍ରହ କରିଛି। ଆୟୋଜକ ବାଂଲାଦେଶ ଟସ୍‌ ଜିଣି ଗୁରୁବାର ପ୍ରଥମ

ବିଶ୍ବକପ୍‌ ହକିରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ: ନବୀନ

ଭୁବନେଶ୍ବର: ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର

୨ୟ ଟେଷ୍ଟ : ଅଶ୍ବିନ-ଉମେଶଙ୍କ ଘାତକ ବୋଲିଂ, ବାଂଲାଦେଶ ୨୨୭ରେ ଅଲଆଉଟ୍

ଢାକା : ଢାକାର ଶେର-ଏ ବାଂଲା ନାସନାଲ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ୨ୟ ଟେଷ୍ଟରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି

ଭାରତଗସ୍ତ ସମୟରେ ଶାଢ଼ି ପିନ୍ଧିଲେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ମ୍ୟାଚ ଖେଳା ଯାଇଥିଲା। ତେବେ ଏହି କ୍ରମରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଜଣେ ଖେଳାଳି ଭାରତବାସୀଙ୍କ ହୃଦୟକୁ ଜିତି ଯାଇଛନ୍ତି। ସେ ଭାରତ ଗ୍ରସ୍ତ ସମୟରେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ରାଉରକେଲା ବିମାନ ବନ୍ଦର ନିର୍ମାଣ…

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା

ଫିଫା ବିଶ୍ବକପ୍‌ ୨୦୨୨: ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା କହିଲେ ପିଚାଇ

ନୂଆଦିଲ୍ଲୀ: କତାରରେ ହୋଇଥିବା ଫିଫା ବିଶ୍ବକପ୍‌ ୨୦୨୨ ନିକଟ ଅତୀତରେ ବେଶ୍‌ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ। ପିଚାଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍‌ରେ ସବୁଠାରୁ