Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଲାଇନପଡା କଲେଜରେ ତିନି ଦିନିଆ ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଲାଇନପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଡ଼କ୍ଟର ତ୍ରୈଲୋକ୍ୟେନାଥ ସେନାପତିଙ୍କ ଅଧ୍ୟକ୍ଷତାରେତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନିଷ୍ଠିତ ହୋଇ ଯାଇଛି l ଏହି ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ!-->!-->!-->…
ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ରାଜ୍ୟରେ ଦିନ ୧ ଟାରୁ ସ୍କୁଲ ଛୁଟି..
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ!-->…
ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍ଘାଟନ…
କଟକ : ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ସୋ।!-->…
ରାଉରକେଲାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା : ଭାଗନେଲେ ୬୫୬ ଜଣ ପ୍ରତିଯୋଗୀ…
ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏହି ଅବସରରେ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୋମବାର ଦିନ!-->!-->!-->…
ହକି ବିଶ୍ବକପ ପାଇଁ ସୁନ୍ଦରଗଡ଼ରେ କ୍ରୀଡ଼ା ଉତ୍ସବ
ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ସୁନ୍ଦରଗଡ଼: ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଏ.ଏଲ୍ ନାୟାର ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ!-->!-->!-->!-->!-->…
ହକି ବିଶ୍ବକପ୍; ପହଞ୍ଚୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ, ଆଜି ପହଞ୍ଚିଲେ ସ୍ପେନ୍ ଦଳ…
ଭୁବନେଶ୍ବର : ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ସ୍ପେନ୍ ଦଳ ଭୁବନେଶ୍ବରରେ!-->…
ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ୫ମ ଦିବସରେ ଆସିକା ପାନାସୋନିକ ଦଳ ବିଜୟୀ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଢିବାର ୫ମ ଦିଵସରେ ଆସିକା ପାନାସୋନିକ ଦଳ ସହ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି!-->…
ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ : ବିଜୟୀ ଦଳକୁ ଆକର୍ଷଣୀୟ…
ସୁନ୍ଦରଗଡ଼ /ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ!-->!-->!-->…
ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ, କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ
ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି ।ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି ।!-->…
ଏସିଆ କପ ୨୦୨୩: ଗୋଟିଏ ଗ୍ରୁପ୍ରେ ଭାରତ ଓ ପାକିସ୍ତାନ, କ୍ରିକେଟ କ୍ୟାଲେଣ୍ଡର ଜାରି…
ନୂଆଦିଲ୍ଲୀ: ପୁଣିଥରେ ମଲ୍ଟିନେଶନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ଏସିଆ କପର ପ୍ରଥମ!-->…