Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିଆ କପ୍: ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଖେଳାଯିବ ୯ଟି ମ୍ୟାଚ୍
ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ!-->…
ସ୍କ୍ବାସ୍ ବିଶ୍ବକପ୍ରେ ହଂକଂକୁ ହରାଇଲା ଭାରତ
ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍ ବିଶ୍ବକପ୍ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍ ଆଭିନ୍ୟୁ ମଲ୍ରେ ଖେଳାଯାଉଥିବା ବିଶ୍ବକପ୍ର ଗ୍ରୁପ୍ ବି’ରେ ଦ୍ବିତୀୟ ସିଡ୍ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨,!-->…
ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟ କରିବାରୁ ଗିଲ୍ ଙ୍କୁ ଜୋରିମାନା
ନୂଆଦିଲ୍ଲୀ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ବିରୋଧ ଓ ସମାଲୋଚନା କରିବା ପଡ଼ିଲା ଭାରୀ। କ୍ରିକେଟର ଶୁଭମନ ଗିଲଙ୍କ ଉପରେ ଲାଗିଲା ଜରିମାନା। ନିକଟରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏହାର ଫାଇନାଲରେ!-->…
ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ଟେଷ୍ଟ ଚାମ୍ପୟନସିପ୍ ଟ୍ରଫି
ନୂଆଦିଲ୍ଲୀ : ଭାରତୀୟ ଟିମ୍ର ଫ୍ଲପ ଶୋ’। ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୯ ରନ୍ରେ ପରାସ୍ତ ହୋଇଛି। ପଞ୍ଚମ ଦିନର ଲଞ୍ଚ ପୂର୍ବରୁ ହିଁ କଙ୍ଗାରୁ ଟିମ୍ ବୋଲିଂ ଆଗରେ ଭଲ ବ୍ୟାଟିଂ କରିବାରେ ବିଫଳ ହୋଇଥିଲା ଭାରତୀୟ ଟିମ୍। ଏଥିସହ ଲଗାଦାର ଦ୍ୱିତୀୟ!-->…
ଏସିଆନ ଗେମ୍ସକୁ ବୟକଟ କରିବାର ଧମକ ଦେଲେ ରେସଲର
ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ ଚଳିତ ବର୍ଷ ହେବାକୁ ଥିବା ଏସିଆନ ଗେମ୍ସକୁ ବୟକଟ କରିବାକୁ ଧମକ ଦେଇଛନ୍ତି। ଯଦି ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ କୌଣସି ରେସଲର ଭାରତକୁ!-->…
ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ଫଲୋ-ଅନ ଏଡ଼ାଇଲା ଭାରତ, ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍
କେନିଙ୍ଗଟନ ଓଭାଲ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ୧୭୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରିଛି ।ଶୁକ୍ରବାରଦିନ ଭାରତ ନିଜର ଗତକାଲିର ସ୍କୋର ୫!-->…
ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ୍
ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୬୯ରେ ଅଲଆଉଟ୍ ହୋଇଯାଇଛି । ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ ସର୍ବଶେଷ ଖବର ଅନୁସାରେ ଭାରତ ଅଧିନାୟକ ୨ଟି ଓ୍ବିକେଟ ହରାଇ ୩୦ ରନ କରିଛି ।!-->…
ବ୍ୟାଟ ଧରି ଶୁଭମନ ଗିଲଙ୍କୁ ପିଟିଲେ ଈଶାନ କିଷନ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ। ଲଣ୍ଡନରେ ଏହା ଖେଳାଯିବାକୁ ଥିବା ବେଳେ ଏବେ ଭାରତୀୟ ଟିମ୍ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଭାରତ ଲଗାତାର ଦ୍ବିତୀୟ ଥର ଏହି ଚାମ୍ପିୟନସିପ ଖେଳିବାକୁ ଯାଉଥିବା ବେଳେ!-->…
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ ଡେଭିଡ ୱାର୍ଣ୍ଣର
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆଇସିସି ଏହି ସୂଚନାକୁ ନିଜ ଅଧିକାରୀକ ୱେବସାଇଟରେ ସେୟାର କରିଛି। ସେ ଜାନୁଆରି ୨୦୨୪ରେ ପାକିସ୍ତାନ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍!-->…
ସାମ୍ୱାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ରଘୁନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ସାମ୍ବାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଏକାଦଶର ଅଧିନାୟକ!-->…