IPS ସ୍ତରରେ ଅଦଳବଦଳ, ମାଲକାନଗିରି SP ହେଲେ ବିନୋଦ ପାଟିଲ୍

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ଅଦଳବଦଳ । ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି । ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର

ବ୍ରହ୍ମପୁରରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୨/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ "ସ୍ୱଚ୍ଛତା ହିଁ ସେବା" ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାନ୍ଧୀନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସ୍ୱଚ୍ଛ ଭାରତ ଅଭିଯାନ" ଦଳର ବରିଷ୍ଠ ନେତା

ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଏକ

ଇରାନ୍‌କୁ କଡ଼ା ଚେତାବନୀ, ସାଙ୍ଘାତିକ ପରିଣାମ ଭୋଗିବାକୁ ପଡ଼ିବ

ପୁଣି ବିଶ୍ୱ ଦେଖିବ କି ତୃତୀୟ ବିଶ୍ୱଯୁଦ୍ଧ। ମଧ୍ୟପ୍ରାଚ୍ୟରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି। ଇସ୍ରାଏଲ ଓ ଇରାନ୍‌ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ। ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି ଇରାନ୍‌। ଏହି ଆକ୍ରମଣ ପରେ ଚିହିଁକି ଉଠିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ

୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା

ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ୪ ଦିନ ପରେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକ ରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍‌ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି

ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ରେ ବୁଧବାର ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ସହିତ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,

ଗାନ୍ଧୀଜୟନ୍ତୀ ଅବସରରେ ମା’ ରାମଚଣ୍ଡୀଙ୍କ ପୀଠରେ ବିଦ୍ୟୁତ୍ ବିଭାଗ ଛତ୍ରପୁର ଶାଖା ତରଫରୁ ବିଶାଳ ସଫେଇ ଅଭିଯାନ

ଛତ୍ରପୁର : ସାରା ଭାରତ ବର୍ଷର ଶାରଦୀୟ ଦ୍ୱର୍ଗତ୍ସବ ପାଇଁ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ଏଥିରୁ ବାଦ ପଡ଼ିନାହିଁ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁରର ପାହାଡ଼ରେ ଥିବା ମା' ରାମଚଣ୍ଡୀ ଶକ୍ତିପୀଠ। ଏଥର ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଛି ଏହା

ପୂଜ୍ୟପୂଜା ସମିତି ପକ୍ଷରୁ ଗାନ୍ଧିଜୀ ଜୟନ୍ତୀ ପାଳନ : ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ୱାନ

ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ମହାନ ଦେଶ ଭକ୍ତ, ସ୍ୱାଧୀନତା ସଂଗ୍ରାମର ମହାନାୟକ ତଥା ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଜୀଙ୍କ ୧୫୫ତମ ଜୟନ୍ତୀକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ.

ସ୍ୱଚ୍ଛତା ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ :ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଛି…

ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳିତ ହେଉଛି।ସ୍ୱଚ୍ଛତା ପାଇଁ ଆଜି ଆମ ରାଜ୍ୟର କିଛି ଏ.ନ.ଏସି ଓ ମହାନଗର ଗୁଡ଼ିକୁ ଆଜି ଚିହ୍ନଟ କରି ପୁରସ୍କାର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଆସିକା

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ବରିଷ୍ଠ ନାଗରିକ ମାନଙ୍କ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥି ସହ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା। ବରିଷ୍ଠ ନାଗରିକ ମାନେ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା