ସ୍ୱଳ୍ପ ମହିଳା ପାଇଲେ ସୁଭଦ୍ରା ଯୋଜନା…

ହେଲେ ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲକ୍ଷାଧିକ ପରିବାର……! ବ୍ରହ୍ମପୁର : ଲୋକେ ପରିବର୍ତ୍ତନ ଚାହୁଁ ଥିଲେ ୨୪ ବର୍ଷର ବିଜେଡି ପ୍ରତ୍ୟାଖାନ କରିଲେ। ନୂଆ ସରକାର ଆସିବା ପରଠାରୁ ପ୍ରତେକ ସାମଗ୍ରୀ ର ଦର ଏବେ ଆକାଶ ଛୁଆଁ ହୋଇଛି। ମଧ୍ୟମବିତ୍ତ ପରିବାର ଗରିବ ଗୁରୁବା ଏବେ…

ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା : ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚା…

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ବାଲିଗୁଡା : ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା, ମା'ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା…

ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ…

୩ କଲେଜକୁ ଇ-ମେଲରେ ବୋମା ବିସ୍ଫୋରଣ ଧମକ

ବେଙ୍ଗାଲୁରୁରେ ଥିବା ୩ ପ୍ରସିଦ୍ଧ କଲେଜକୁ ବୋମା ବିସ୍ଫୋରଣର ଧମକ ମିଳିଛି। ଇ-ମେଲ ଯୋଗେ କେହି ୩ କଲେଜକୁ ଏପରି ଧମକ ଦେଇଛନ୍ତି। ଧମକ ମିଳିବା ପରେ ପୁଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ଯାଏ କୌଣସି କଲେଜରୁ…

କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ…

ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ଏସ ଜୟଶଙ୍କର

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବାକୁ ସେ ପାକିସ୍ତାନ ଗସ୍ତ କରିବେ। ଅଗଷ୍ଟ ୩୦ରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶ୍ଚିତ କରାଯାଇଥିଲା। ସଙ୍ଘାଇ ସମ୍ମିଳନୀରେ ଯୋଗଦେବା ପାଇଁ…

କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଖଣ୍ଡା ଚୋଟରେ ଛିଡ଼ିଗଲା ହାତ ପାପୁଲି

ସମ୍ବଲପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଛି ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…

ଇରାନ ସୁପ୍ରିମ ଲିଡରଙ୍କ ବଡ଼ ବୟାନ: ବେଶୀ ଦିନ ତିଷ୍ଠିବନି ଇସ୍ରାଏଲ

ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖାମେନେଇ ଆଜି ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଶୁକ୍ରବାର ପୂରା ବିଶ୍ୱକୁ ସମ୍ବୋଧନ କରିଛନ୍ତି। ଏହାକୁ ଇରାନ ପକ୍ଷରୁ ଖାମେନେଇଙ୍କ ଧାର୍ମିକ ପ୍ରବଚନ ଭାବେ ଅବିହିତ କରାଯାଇଛି। ଏହି ଭାଷଣରେ ସେ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସେ…

ଗୁଳିବିନିମୟରେ ୧୪ ନକ୍ସଲ ନିପାତ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟନପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୧୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର…