ନୀତୀଶ କୁମାରଙ୍କ ଜେଡିୟକୁ ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ ଯାଦବ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ଯଦି ଜେଡିୟୁ ରହିଛି, ତା’ହେଲେ ଦଳର ନେତାମାନେ ଖୋଲାଖୋଲି ମତ ରଖନ୍ତୁ ବୋଲି ତେଜସ୍ୱୀ କହିଛନ୍ତି। ଏଥିସହ ସେ ଦେଶବ୍ୟାପୀ

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ଏହାଛଡ଼ା ସେ

ଶିବାଜୀ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ବିରୋଧୀଙ୍କ ‘ଚପଲରେ ପିଟ’ ଅଭିଯାନ

ଶିବାଜୀ ମହାରାଜଙ୍କ ବିଶାଳ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ରାଜନୀତି ଜୋରଧରିଛି। ଆଜି ଏହାର ପ୍ରତିବାଦରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଆଜି ମୁମ୍ବାଇରେ ମହା ବିକାଶ ଅଘାଡ଼ି(ଏମଭିଏ) ପକ୍ଷରୁ ଆୟୋଜନ କରାଯାଇଛି ବିଶାଳ ବିକ୍ଷୋଭ ଶୋଭଯାତ୍ରା।

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଆସନା’

ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଶଙ୍କା କରାଯାଉଛି ଯେ, ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ

ବାର୍ଡ ଫ୍ଲୁ ଆତଙ୍କ ପରେ ମାଛ ରେଟ୍ ୩୦୦ ଉପରେ

ଭୁବନେଶ୍ୱର : ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ । ବାର୍ଡ ଫ୍ଲୁ ଆତଙ୍କ ପରେ ଲୋକମାନେ ଚିକେନ୍ ଖାଇବା ନେଇ ଭୟଭୀତ ହୋଇପଡିଛନ୍ତି । ଫଳରେ ମାଛ ଦୋକାନରେ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ମାଛ ଦୋକାନୀ । କିଲୋ ପ୍ରତି ଦେଢ଼ ଶହ/ଦୁଇ ଶହ ଟଙ୍କାରୁ ଏକାଥରେ ରେଟ୍ ଏବେ

ଜେଡିୟୁରେ ଫାଟ! ଇସ୍ତଫା ଦେଲେ କେସି ତ୍ୟାଗୀ

ଜନତା ଦଳ ୟୁନାଇଟେଡ୍‌ ତଥା ଜେଡିୟୁ। ଦଳରେ କିଛି ଠିକ୍‌ ଚାଲିନଥିବା ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ। ସେ ଦଳର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା

ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ: ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ମୋଟ ୨୦ ଜଣଙ୍କୁ ମୂତୟନ କରାଯାଇଛି । ଦୁଇଟି ସିଫ୍ଟରେ ଏମାନେ ଡ୍ୟୁଟି କରିବେ । ତେବେ ଆନନ୍ଦ ବଜାର ଓ ମନ୍ଦିର

ଏବେ ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି: ସିସୋଦିଆ

'ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ ବିଜେପି ମୂଳପୋଛ ହୋଇଯିବ। ସମସ୍ତ ୭୦ଟି ଯାକ ଆସନ ଦଖଲ କରିବ ଆପ୍‌। ବିଜେପି ଖାତା ଖୋଲି ପାରିବନି।' ଏଭଳି କିଛି ବଡ଼ ଦାବି କରିଛନ୍ତି ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ନିକଟରେ

ଭୁବନେଶ୍ୱର DRI ର ବଡ଼ ରେଡ, ବନ୍ୟ ପ୍ରାଣୀ ଶାରୀରିକ ଅଂଶ ଜବତ

ଭୁବନେଶ୍ୱର : ଭୁବନେଶ୍ୱର DRI ର ବଡ଼ ରେଡ  ।  ସୋରୁମରୁ ମିଳିଲା ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି, ବିରଳ କୁମ୍ଭୀର ପ୍ରଜାତିର ଶାରୀର ଅଂଶ, ସାମୁଦ୍ରିକ ରତ୍ନ, କସ୍ତୁରୀ ହରିଣର କସ୍ତୁରୀ, ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଯିବ ।  ବନ୍ୟପ୍ରାଣୀ ଅଧିନିୟମ ସିଡ୍ୟୁଲ ଅନୁଯାଇ ଏ