ଭୁବନେଶ୍ୱର DRI ର ବଡ଼ ରେଡ, ବନ୍ୟ ପ୍ରାଣୀ ଶାରୀରିକ ଅଂଶ ଜବତ

ଭୁବନେଶ୍ୱର : ଭୁବନେଶ୍ୱର DRI ର ବଡ଼ ରେଡ  ।  ସୋରୁମରୁ ମିଳିଲା ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି, ବିରଳ କୁମ୍ଭୀର ପ୍ରଜାତିର ଶାରୀର ଅଂଶ, ସାମୁଦ୍ରିକ ରତ୍ନ, କସ୍ତୁରୀ ହରିଣର କସ୍ତୁରୀ, ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଯିବ ।  ବନ୍ୟପ୍ରାଣୀ ଅଧିନିୟମ ସିଡ୍ୟୁଲ ଅନୁଯାଇ ଏ ଗୁଡିକୁ ଜବତ କରିଛି ବନ୍ୟ ପ୍ରାଣୀ ବିଭାଗ । ଦୀର୍ଘଦିନ ଧରି ଏଠାରେ ଚାଲିଥିଲା ଏକ ବଡ଼ ଧରଣର ବନ୍ୟ ପ୍ରାଣୀ ଚୋରା ଚାଲାଣ ରାକେଟ । ବନ୍ୟ ପ୍ରାଣୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.